ସୁରେନ୍ଦ୍ର ନାଥ ଦ୍ଵିବେଦୀ ଓ ବିଦ୍ୟାଧର ବାରିକ ଙ୍କୁ ଶ୍ରଦ୍ଧାଞ୍ଜଳି
1 min read
ଓଡିଶା ହିନ୍ଦ ମଜଦୁର ସଭା ପ୍ରତିଷ୍ଠାତା ତଥା ପ୍ରାକ୍ତନ ତଥା କେନ୍ଦ୍ରର ପ୍ରଥମ ବିରୋଧୀ ଦଳର ନେତା ରାଉରକେଲା ମଜଦୁର ସଭା ର ପୂର୍ବତନ ସଭାପତି ସ୍ଵର୍ଗତ ଡଃ ସୁରେନ୍ଦ୍ର ନାଥ ଦ୍ଵିବେଦୀ ଓ ହିନ୍ଦ ମଜଦୁର ସଭା ର ପୁର୍ବତନ କାଯ୍ୟକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରମିକ ନେତା ସ୍ଵର୍ଗତ ବିଦ୍ୟାଧର ବାରିକ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ସଭା ରାଉରକେଲା ମଜଦୁର ସଭା ବିଶ୍ରା ରୋଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଆଇ ଡି ଏଲ୍ ମଜଦୁର ସଭା ର ବରିଷ୍ଠ ନେତା ଅରୁଣ କୁମାର ପରିଡା ରାଉରକେଲା ବିଜୁ ଜନତା ଦଳର ମଣ୍ଡଳ ସଭାପତି ଗଗନ ପଣ୍ଡା ମହେଶ୍ବର ମହାପାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ଦିବ୍ୟ ରଞ୍ଜନ ପାଣିଗ୍ରାହୀ ଉଷା କାନ୍ତି ସୋରେନ କୁନି ଘାସି କୁନ୍ତଳା ନାୟକ ସନାତନ ସାହୁ ଆଶିଶ ସାହୁ ଅଶୋକ କୁମାର ତରେଇ ଆଶିଶ କର ବିକାଶ ତ୍ରିପାଠୀ ଅରୁଣ ମାହାନ୍ତ ସୁଶାନ୍ତ କୁମ୍ଭାର ରାଜେଶ ମୁଣ୍ଡା ସଚିନ କୁମାର ଖଗେଶ୍ଵର ପଟେଲ ସଜୀବ ମହାନ୍ତ ଚନ୍ଦ୍ରଶେଖର ମହାନ୍ତ ଜଗବନ୍ଧୁ ଜେନା ଦିଲୀପ ଜେନା ଗୌତମ ମହାରଣା କୃଷ୍ଣ କୁମାର ଅଜୟ କୁମାର ନାୟକ ଓ ଦିଗମ୍ବର ମହାନ୍ତି ପ୍ରଭୃତି ଉପସ୍ଥିତ ରହି ଉଭୟ ନେତା ଙ୍କ ସ୍ମୃତି ଚାରଣ କରିଥିଲେ ଶେଷରେ ଦିଗମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲ